Thursday, April 25, 2024
Breaking News

ତାଜା ଖବର

ବୈତରଣୀରେ ଆସୁଛି ବଡ ବନ୍ୟା; ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ କଲେ ସରକାର

ଯାଜପୁର: ଗତ ୨୪ ଘଣ୍ଟାରେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଆରସି ବୈତରଣୀ ନଦୀରେ ଏକ ବଡ ବନ୍ୟା ଆଶଙ୍କା କରିଛି। ତେଣୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବା ସହ ତୁରନ୍ତ ଆବଶ୍ୟକୀୟ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର: ଗତ ୨୪ ଘଣ୍ଟାରେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ […]

ନମସ୍କାର ଟିଭି

FOLLOW US

ADVERTISEMENT

Post a News

namaskar today

‘ନମସ୍କାର’ ଭାରତର ପ୍ରଥମ ଗୋଷ୍ଠୀ ଖବର କାଗଜ ଯାହା ‘ପ୍ରତ୍ୟେକ ପାଠକ, ଜଣେ ସାମ୍ବାଦିକ’ ଧାରଣାକୁ ଅନୁସରଣ କରେ। ସାଧାରଣ ଜନତାଂକ  ସ୍ୱରକୁ ପ୍ରୋତ୍ସାହିତ କରିବା ଏବଂ ଅପହଂଚ ଗ୍ରାମଗୁଡିକ ମଧ୍ୟରେ ଯୋଗାଯୋଗର ପ୍ରକ୍ରିୟାକୁ ଆଗୁସାର କରି ସେମାନଂକ ଦୈନନ୍ଦିନ ଜୀବନରେ ଏକ ସାଥୀ ହେବା ନମସ୍କାରର ଲକ୍ଷ୍ୟ।  କୋଣାର୍କ ଅଂଚଳର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ଖବର ବାକ୍ସ ସ୍ଥାପନ କରି ଖବର ସଂଗ୍ରହ କରାଯାଉଥିବା ବେଳେ ଏକ ଗ୍ରାମୀଣ ମହିଳା ମଣ୍ଡଳ ଦ୍ବାରା ଏହାର ସମ୍ପାଦନା ଓ ପ୍ରକାଶନ କରାଯାଏ I ୨୦୧୨ ମସିହାରୁ ଏକ ପାକ୍ଷିକ ଗୋଷ୍ଠୀ ଖବରକାଗଜ ଭାବେ ‘ନମସ୍କାର’ ୧୨୦୦ରୁ ଉର୍ଦ୍ଧ୍ବ ଗାଁରେ ଲୋକଂକ ଖବରକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । କେବଳ ଖବର ପରିବେଷଣ ନୁହେଁ ବରଂ ସାଧାରଣ ଲୋକଂକ ସୁଖଦୁଃଖର ସାଥୀ ହୋଇଛି ନମସ୍କାର। ଦେଶରେ ପ୍ରଥମ ଥର ଲାଗି ଏପରି ଅଭିନବ ସାମ୍ବାଦିକତାର ଧାରା ପ୍ରବର୍ତନ କରିଥିବା ‘ନମସ୍କାର’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ  ତାଜା ଖବର ଯୋଗାଇଦେବା ଏହି ୱେବ୍‌ପୋର୍ଟାଲର ଲକ୍ଷ୍ୟ I