ଏକ ଗୋଷ୍ଠୀ ଖବରକାଗଜ ଭାବେ ‘ନମସ୍କାର’ ପ୍ରତି ପାଠକ ହିଁ ସାମ୍ବାଦିକ ନୀତିକୁ ଆପଣାଇଥାଏ I ଜଣେ ପାଠକ ଭାବେ ଆପଣ ମଧ୍ୟ ନମସ୍କାରକୁ ଖବର ପଠାଇପାରିବେ I ଖବରଟି ସତ୍ୟତା ଉପରେ ଅଧାରିତ ଓ ସ୍ପଷ୍ଟଭାବେ ଲେଖାଯାଇଥିବା ଅବଶ୍ୟକ I ଯଦି ଏହି ଖବର ସମ୍ପର୍କୀୟ ଭଲ ଫଟୋ ଉପଲବ୍ଧ ଅଛି ତାହା ତଳେ ଅପଲୋଡ୍ କରିପାରିବେ I