ନିଃସଙ୍ଗ ପଥର ଯାତ୍ରୀ

ଚାଲ ଗାଁକୁ ଯିବା

ବଦଳି ପରେବି ଚୌକି ଛାଡିବାକୁ ପ୍ରସ୍ତୁତ ନଥିଲେ ଅଧିକାରୀ ଜୟନ୍ତବାବୁ । କଥାଟି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ଜିଲ୍ଲାରେ । ସରକାର ବି ଅନ୍ୟ କାହାକୁ ସେ ସ୍ଥାନରେ ଅବସ୍ଥାପିତ କରିନଥିଲେ ବରଂ ନୂତନ ନିଯୁକ୍ତି ଯାଏଁ ଜଣେ କନିଷ୍ଠ ଅଧିକାରୀଙ୍କୁ ଅସ୍ଥାୟୀ ଦାୟିତ୍ୱ ଦେଇଥିଲେ । ସେ କନିଷ୍ଠ ଅଧିକାରୀ ଶଙ୍କରବାବୁ ଜଣକ ଜୟନ୍ତବାବୁଙ୍କ ଅନୁଗତ ଥିଲେ ଏବଂ ତାଙ୍କରି ସୁପାରିଶରେ ଦାୟିତ୍ୱ ପାଇଥିଲେ ବି ତାଙ୍କୁ ଦାୟିତ୍ୱ ହସ୍ତାନ୍ତରଣ କରୁନଥିଲେ ଜୟନ୍ତବାବୁ ।….